ହୋଣ୍ଡା ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଂଜିନ ଅଏଲ ଆଣିବା ଲାଗି ରେପସଲ ଲୁବ୍ରିକ୍ୟାଂଟସ, ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର ସହ ସହଭାଗିତା

ଗୁରୁଗ୍ରାମ, (ଓଡିଶା ଟାଇମ୍) :  ହୋଣ୍ଡାର ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଞ୍ଜିନ ଅଏଲ ଉପସ୍ଥାପନ କରିବା ଲାଗି ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ପେନର ସର୍ବବୃହତ ପେଟ୍ରୋଲିୟମ କଂପାନି ରେପସଲ ଲୁବ୍ରିକ୍ୟାଂଟସ୍ ସହ … Read More

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, … Read More

ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ମୁମ୍ବାଇ, (ଓଡିଶା ଟାଇମ୍) :ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଶ୍ବସ୍ତି । ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । … Read More

ଭୁବନେଶ୍ବରରୁ ଆଉ ୫୯ କରୋନା ସଂକ୍ରମିତ ଚିହ୍ନଟ, ୭୫ ଜଣ ହେଲେ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯୬ରେ ପହଞ୍ଚିଛି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫ ଜଣ ରହିଥିବା ବେଳେ ୫୪ … Read More

ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ

ଗଞ୍ଜାମ, (ଓଡିଶା ଟାଇମ୍) : ସୁନା ବ୍ୟବସୀୟଙ୍କ ଘରୁ ଲୁଟ୍‌ ଘଟଣା । ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟ୍‌ ଘଟଣାରେ ୧୫ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ସେମାନଙ୍କ ନିକଟରୁ ୬ କେଜି … Read More

ଆମେରିକାରେ ୨୪ଘଣ୍ଟାରେ ସର୍ବାଧିକ ୨ଲକ୍ଷ ଆକ୍ରାନ୍ତ ଚିହ୍ନଟ

ୱାସିଂଟନ, (ଓଡିଶା ଟାଇମ୍) : କରୋନା ସଂକ୍ରମଣର ପ୍ରଥମ ଲହର ପରେ ଅନେକ ସ୍ଥାନରେ ଏହାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଆମେରିକାରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମ ରହୁଥିବା ବେଳେ … Read More

ବିହାର ନିର୍ବାଚନ ଫଳାଫଳ: ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ବିହାର, (ଓଡିଶା ଟାଇମ୍) : ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ ୧୨୫ଟି ଆସନରେ ଏନଡିଏ ବିଜୟୀ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୧୨୫ଟି ଆସନରୁ ବିଜେପି ୭୪ଟି ଏବଂ ଜେଡିୟୁ … Read More

ରାଜ୍ୟରେ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୪୬୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୨୨୦ କରୋନା ସଂକ୍ରମିତ, ୩୦୫୦୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୦୦୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଫ୍ୟାକ୍ଟ୍ରିର କାନ୍ଥ: ୮ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ରାଜସ୍ଥାନ, (ଓଡିଶା ଟାଇମ୍) : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା। … Read More