ଆଜିଠୁ ପୁଣି ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା
କେନ୍ଦ୍ରାପଡା, (ଓଡିଶା ଟାଇମ୍) :କେନ୍ଦ୍ରାପଡାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ଡଲଫିନ୍ ଗଣନା । ଏଠାରେ ଚଳିତ ମାସ ୧୭ ତାରିଖରେ ଡଲଫିନ୍ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ … Read More











