୯ ଜିଲାକୁ ୟେଲୋ ୱାର୍ଣ୍ଣିଂ: ଘନ କୁହୁଡ଼ି ପାଇଁ ସତର୍କ ରୁହନ୍ତୁ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆସନ୍ତା ୩ ଦିନ ପର୍ୟ୍ୟନ୍ତ କେତେକ ଜିଲାରେ ଘନ କୁହୁଡି ଅନୁଭୂତ ହେବ। ଶନିବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ଘନ କୁହୁଡି ସମ୍ଭାବନା … Read More











