କୃଷ୍ଣସାର ମୃଗ ମାମଲା : ସଲମାନ୍ ଖାନ୍ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ମୁମ୍ବାଇ, (ଓଡିଶା ଟାଇମ୍) :କୃଷ୍ଣସାର ମୃଗ ଶୀକାର ମାମ଼ଲାରେ ଯୋଦ୍ଧପୁର ଜିଲ୍ଲା ଏବଂ ସେସନ୍ ଅଦାଲତ ବଲିଉଡ୍ ଆକ୍ଟର ସଲମାନ ଖାନ୍ଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଲମାନଙ୍କ ବିରୋଧରେ ଧାରା ୩୪୦ରେ ରାଜ୍ୟ ସରକାର ଦାଖଲ କରିଥିବା ମିଛ … Read More











