ଲାଞ୍ଜିଗଡରେ ମାଓ ପୋଷ୍ଟର, ଟାରଗେଟରେ ଠିକାଦାର ଓ ରାଜନେତା

କଳାହାଣ୍ଡି, (ଓଡିଶା ଟାଇମ୍) :ମାଓବାଦୀଙ୍କ ଦ୍ଵାରା ପ୍ରଜାକୋର୍ଟରେ ଦଣ୍ଡ ଚେତାବନୀ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବସନ୍ତପଡା ଓ ବେଦାନ୍ତ ଫାଟକରେ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ । ମାଓନେତା ଉମାକାନ୍ତଙ୍କ ନାଁ ଉଲ୍ଲେଖ ଥିବା ପୋଷ୍ଟର ଲାଗିଛ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୮ କୋଭିଡ୍ ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୦୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ ଅନୁପ ଜଲୋଟା

ଭୁବନେଶ୍ବର, (ଓଡିଶା ଟାଇମ୍) : ତ୍ରିଧାରା ପକ୍ଷରୁ ଆସନ୍ତା ୧୩ରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର-୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ରାଜ୍ୟର ବରିଷ୍ଠ ଶିଳ୍ପୀ ପାରମ୍ପରିକ ନୃତ୍ୟସଙ୍ଗୀତ ପରିବେଷଣ କରିବା ସାଙ୍ଗକୁ … Read More

ଆସନ୍ତା ୧୫ରୁ ହାଇକୋର୍ଟରେ ହେବ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡରେ ଶୁଣାଣି

କଟକ , (ଓଡିଶା ଟାଇମ୍) :ଆସନ୍ତା ୧୫ ତାରିଖରୁ ଓଡିଶା ହାଇକୋର୍ଟରେ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡରେ ହେବ ମାମଲା ଗୁଡ଼ିକର ଶୁଣାଣି । ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଏସଓପି ଜାରି କରାଯାଇଛି। ମାମଲାର ଶୁଣାଣି ସମୟରେ ଆଇନଜୀବୀ … Read More

ପୁଣି ଫେରିଲା ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର, (ଓଡିଶା ଟାଇମ୍) : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛି କୁହୁଡ଼ି । ଭୁବନେଶ୍ୱର, କଟକରେ ଆଚ୍ଛାଦିତ ହୋଇ ରହିଛି କୁହୁଡ଼ି। ଆଜି ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଟ୍ୱିନ୍ ସିଟିରେ କୁହୁଡ଼ିର … Read More

ଆଜିଠୁ ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ

ପୁରୀ, (ଓଡିଶା ଟାଇମ୍) :ଶୁକ୍ରବାରଠୁ  ସବୁଦିନ ଶ୍ରୀଜିଊଙ୍କୁ ଦର୍ଶନ କରିପାରିବେ ଭକ୍ତ । ପ୍ରତ୍ୟେକ ଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଶେଷ କରି ଆନନ୍ଦବଜାରେ ଅବଢ଼ା ଖାଇବା ଉପରେ ପୂର୍ବରୁ … Read More

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା: ଆଜି ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ

ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚତ ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଚାଇଲ୍ଡ କୋର୍ଟରେ ଆଜି ହାଜର ହେବେ ଅଭିଯୁକ୍ତ ନାବାଳକ।ଏସ୍ ଆଇଟିର ଏଲ୍ ଭି ଏ ଟେଷ୍ଟ ସହ ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ଆବେଦନ ଉପରେ ଶୁଣାଣି … Read More

ହାତୀ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ, (ଓଡିଶା ଟାଇମ୍) :ତାମିଲନାଡୁରେ ସମସ୍ତ ହାତୀ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ସହାୟତାରେ ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଦାଏର ହୋଇଥିବା ଦୁଇଟି … Read More

ଆଇଏସଆଇ ଲିଙ୍କ୍‌ରେ ଇଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ଵର, (ଓଡିଶା ଟାଇମ୍) :ଈଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।  ଆଇଏସଆଇ  ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଈଶ୍ବରଙ୍କର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ବାଲେଶ୍ବର … Read More

କୃଷ୍ଣସାର ମୃଗ ମାମଲା : ସଲମାନ୍‌ ଖାନ୍‌ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :କୃଷ୍ଣସାର ମୃଗ ଶୀକାର ମାମ଼ଲାରେ ଯୋଦ୍ଧପୁର ଜିଲ୍ଲା ଏବଂ ସେସନ୍‌ ଅଦାଲତ ବଲିଉଡ୍‌ ଆକ୍ଟର ସଲମାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଲମାନଙ୍କ ବିରୋଧରେ ଧାରା ୩୪୦ରେ ରାଜ୍ୟ ସରକାର ଦାଖଲ କରିଥିବା ମିଛ … Read More