ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂଙ୍କ ନିଧନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂହ ବୈନସଲାଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ସେ ଗୁର୍ଜର ଆନ୍ଦୋଳନର ଏକ ବଡ … Read More

ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶରେ କମୁଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ ୧୫ ଶହ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ … Read More

ମହଙ୍ଗା ମାଡର ପ୍ରତିବାଦ କରିବ କଂଗ୍ରେସ, ରାସ୍ତାକୁ ଓହ୍ଲାଇବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଦଳ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ବିଜୟ ଚୌକରେ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ । କୁହାଯାଉଛି ଯେ, ଏହି ପ୍ରଦର୍ଶନରେ ସାଂସଦ … Read More

୨୪ ଘଣ୍ଟାରେ ବାହାରିଲେ ୩୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୬୪୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ରୁଷ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୁଷ୍‌ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବ କୂଟନୀତି ଜୋର ଧରିଥିବାବେଳେ ଆଜି (ଗୁରୁବାର) ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ଗସ୍ତରେ ଆସୁଛନ୍ତି। ଭାରତ ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁଯାୟୀ ଗୁରୁ ଓ ଶୁକ୍ର … Read More

ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ

ଭୁବନେଶ୍ବର,(ଓଡିଶା ଟାଇମ୍): ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପନ ଟିକେ ଅଧିକ ପରିଶ୍ରମ ବି କରନ୍ତି । ଭେଦ ନୀତି ଗ୍ରହଣ କରିପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । … Read More

ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍‌ଫରେନ୍ସ: ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ବର, ( ଓଡିଶା ଟାଇମ୍):ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁ “ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଗ୍ରହଣ କରିଥିବା ସୋଆର ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ମୁଖ୍ୟ … Read More

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏରେ ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିସହିତ ମହଙ୍ଗା ରିହାତିକୁ ମଧ୍ୟ ୩ ପ୍ରତିଶତ ବଢ଼ାଇ … Read More

ଗଣଶିକ୍ଷା ବିଭାଗର ସୂଚନା, ଏପ୍ରିଲ୍‌ ୨ରୁ ସକାଳୁ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସକାଳ … Read More