ଡିଜିଟାଲ କୋର୍ଟ ରୁମ୍ ଏବଂ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ, ଭର୍ଚୁଆଲ ମୋଡ଼ରେ ଯୋଗଦେଲେ ସୁପ୍ରିମ୍କୋର୍ଟର ବିଚାରପତି
ଝାରସୁଗୁଡ଼ା, (ଓଡିଶା ଟାଇମ୍): ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଡିଜିଟାଲ କୋର୍ଟ ଏବଂ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସୁପ୍ରିମକୋର୍ଟ ବିଚାରପତି ଡକ୍ଟର ଡିୱାଇ ଚନ୍ଦ୍ରଚୁଡ଼ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଭର୍ଚୁଆଲ … Read More











