ଜଷ୍ଟିସ୍ ଏନବି ରମନ୍ନା ହେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନବି ରମନ୍ନା (NV Ramana)  ଦେଶର ଆଗାମୀ ମୁଖ୍ୟ ବିଚାରପତି ହୋଇପାରନ୍ତି। ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଏସଏ ବୋବଡେ ନିଜ ଉତ୍ତରାଧିକାରୀ ଭାବେ ଏନବି ରମନ୍ନାଙ୍କ ନାଁ ସୁପାରିଶ କରିଛନ୍ତି। ଏସଏ … Read More

ଦିଲ୍ଲୀରେ ବଢୁଛି ସଂକ୍ରମଣ: ରାଣ୍ଡମ୍ ଟେଷ୍ଟିଂକୁ ଗୁରୁତ୍ୱ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ବେକାବୁ ହେଉଛି କରୋନା ସ୍ଥିତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବ୍ୟାପୁଛି ଭୂତାଣୁର କୋପ । ଏଠାରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଖୁବ୍ କମ୍ ଦିନରେ ପଜିଟିଭ ସଂଖ୍ୟା … Read More

ଶିମିଳିପାଳରେ ପୁଣି ୧୦ଟି ସ୍ଥାନରେ ଲାଗିଲା ନିଆଁ

କରଞ୍ଜିଆ, (ଓଡିଶା ଟାଇମ୍) : ଶିମିଳିପାଳରେ ନିଆଁ ଲିଭିବାର ନାଁ ଧରୁନି । ବର୍ଷା ଛାଡିଗଲା ପରେ ପୁଣି ନିଆଁର ପ୍ରକୋପ ବଢି ଚାଲିଛି । ବୁଧବାର ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶିମିଳିପାଳ ଉତ୍ତର ଜୋନରେ ୭ଟି ଓ ଦକ୍ଷିଣ ଜୋନରେ … Read More

ପାକିସ୍ତାନ ବେଲୁଚିସ୍ତାନରେ ବିସ୍ଫୋରଣ : ୪ ମୃତ, ୧୪ ଗୁରୁତର

କ୍ୱେଟା, (ଓଡିଶା ଟାଇମ୍) :ପାକିସ୍ତାନରେ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୪ରୁ ଅଧିକ ଆହତ ହୋଇଛନ୍ତି । ତେବେ କିଏ କାହିଁକି ଏହି ବିସ୍ଫୋରଣ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ଚମନ କସ୍ୱେରେ … Read More

ଆଜି ମାର୍ଚ୍ଚ ୨୪ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ଆଜି ଆନୁ ।ନ୍ଖଳ କାମ, ପରିବାର, ଯାନବାହନ, ସଭାସମିତିରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ । ଚାଷୀ- … Read More

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା: ସହରାଞ୍ଚଳ ଉପରେ ରହିବ ତୀକ୍ଷ୍ଣ ନଜର, ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସଚେତନା ଏବଂ ଗାଇଡଲାଇନ୍‌ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ଵାରୋପ କରାଯାଇଛି। ନିୟମିତ … Read More

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ … Read More

ଭିଜିଲାନ୍ସ ଜାଲରେ ପଶୁ ବିଭାଗ ସିନିୟର ଆକାଉଣ୍ଟାଣ୍ଟ

ଭଞ୍ଜନଗର, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଭଞ୍ଜନଗର ପଶୁ ବିଭାଗର ସିନିୟର ଆକାଉଣ୍ଟାଣ୍ଟ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପେନସନ୍ କରିଦେବା ପାଇଁ ଅବସରପ୍ରାପ୍ତ ଭେଟେନାରୀ ଟେକନିସିଆନ ଜଗବନ୍ଧୁ ସେଠୀଙ୍କଠାରୁ ୧୫ ହଜାର … Read More

ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କୋଲରାଡୋ, (ଓଡିଶା ଟାଇମ୍) : ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି … Read More

ଦେଶରେ ଦିନକରେ ୪୦,୭୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କିଛି ଦିନରେ ଦୈନିକ ସଂକ୍ରମଣ ୪୦ ହଜାର ଟପୁଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୪୦,୭୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୮୬,୭୯୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ … Read More