ରେଭେନ୍ସାରେ କରୋନା ଆତଙ୍କ : ଛାତ୍ରୀ ପଜିଟିଭ୍, ବାତିଲ ହେଲା ପରୀକ୍ଷା
କଟକ, (ଓଡିଶା ଟାଇମ୍) :ଡରାଉଛି କରୋନା । ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ପଜିଟିଭ୍ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ … Read More











