କରୋନାରେ ଅଣ୍ଡରଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ୍ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନାରେ ପ୍ରାଣ ହରାଇଲା ଅଣ୍ଡରଓ୍ବାର୍ଲଡ୍ ଡନ୍ ଛୋଟା ରାଜନ୍। କରୋନାରେ ସଂକ୍ରମିତ ଥିବା ଛୋଟା ରାଜନ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନ୍ର ମୃତ୍ୟୁ ହୋଇଛି। ତିହାର ଜେଲ୍ରେ ଥିବା ବେଳେ ସେ କରୋନା … Read More











