ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି
ଭୁବନେଶ୍ବର, (ଓଡିଶା ଟାଇମ୍):ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ … Read More











