ପାକ୍ ସଂସଦ ପୁନଃସ୍ଥାପିତ, ୯ରେ ଆସ୍ଥା ଭୋଟ
ଇସଲାମାବାଦ, (ଓଡିଶା ଟାଇମ୍): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ରାଜନୈତିକ ଗୋଟି ଚାଳନାକୁ ବଡ ବିଫଳତା ମିଳିଛି। ସଂସଦରେ ଅନାସ୍ଥା ଭୋଟ୍ର ସମ୍ମୁଖୀନ ହେବା ପରିବର୍ତ୍ତେ ସଂସଦକୁ ଭାଙ୍ଗି ପୁନର୍ବାର ନିର୍ବାଚନ କରିବା ନିମନ୍ତେ ଇମ୍ରାନ ଯେଉଁ ଗୋଟି ଚାଳନା କରିଥିଲେ … Read More











