ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା
ଭୁବନେଶ୍ବର, (ଓଡିଶା ଟାଇମ୍): ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭିଜାଲାନ୍ସ ଦ୍ବାରା ଗିରଫ ଘଟଣାରେ ପୁଣି ଜବତ ହେଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା । କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ … Read More











