ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ‘ସୋଆ’, କ୍ୟୁଏସ ରାଙ୍କିଂରେ ଓଡିଶାରୁ ଏକମାତ୍ର ଘରୋଇ ବିଶ୍ୱ ବିଦ୍ୟାଳୟ
ଭୁବନେଶ୍ବର, (ଓଡିଶା ଟାଇମ୍): ସୋଆରୁ ବଡ ସଫଳତା । ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିକୁ କ୍ୟୁଏସ୍ ରାଙ୍କିଂ-୨୦୨୨ରେ ସ୍ଥାନ ମିଳିଛି । ଭାରତର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ … Read More











