ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ, ୩ ଟିଫିନ୍ ବୋମା ଜବତ
ମାଲକାନଗିରି, (ଓଡିଶା ଟାଇମ୍): ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ । ସୀମାନ୍ତରେ ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ଜିଲ୍ଲାରୁ ଟିଫିନ୍ ବୋମା ଜବତ ହୋଇଛି । ସୂଚନାନୁସାରେ, ରବିବାର ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ବିଏସଏଫ … Read More











