ମଝି ଆକାଶରେ ବିମାନରେ ଅଘଟଣ: ପାସେଞ୍ଜରଙ୍କ ମୋବାଇଲରେ ଲାଗିଲା ନିଆଁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୋବାଇଲ୍ରେ ଲାଗିଲା ନିଆଁ । ଇଣ୍ଡିଗୋର ଏ୩୨୦ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯାତ୍ରୀଙ୍କ ମୋବାଇଲରୁ ହଠାତ୍ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କ୍ୟାବିନ … Read More











