ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମାର୍ପିଟ ହୋଇଥିଲା। ଏଥିରେ ପୋଡ଼ାଜଳା ହେବା ସହିତ କିଛି ପୁଲିସ ଅଫିସର ଆହତ ମଧ୍ୟ ହୋଇଥିଲେ। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇିଛି। … Read More











