ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ଶତାବ୍ଦୀନଗର ନାଳରେ ରବିବାରଠୁ ଭାସି ଯାଇଥିବା ନାବାଳକର ମିଳିନି ପତ୍ତା । ରବିବାର ଦିନ ଅଢ଼େଇଟା ବେଳେ ଏହି ଅଘଟଣ ଘଟିଥିଲା ସୁଦ୍ଧା ଏଯାଏଁ ନାବାଳକକୁ ଉଦ୍ଧାର କରାଯାଇପାରିନି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା … Read More











