ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ଅଭିଯୁକ୍ତ ଗିରଫ
ଲକ୍ଷ୍ନୋ, (ଓଡିଶା ଟାଇମ୍): ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇସାରିଥିବା କହିଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହନ୍ତ ଗିରିଙ୍କ ମୃତଦେହ ମିଳିବାର କିଛି ଘଟଣା … Read More











