ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ: ପ୍ରଦୀପ ସିଂହ ହେଲେ ଆଇଏଏସ୍ ଟପ୍ପର, ୧୦ ଜଣଙ୍କ ମଧ୍ୟରେ ୨ ଓଡ଼ିଆ
ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳାଫଳ। ଆଇଏଏସ୍, ଆପିଏସ୍, ଆଇଆର୍ଏସ୍, ଆଇଏଫ୍ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ … Read More











