ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ ଘଟିଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ … Read More

କରୋନା ଯୋଦ୍ଧାଙ୍କ ପାଇଁ ଟ୍ବିନ୍‌ସିଟିରେ ଦୁଇ ମିନିଟ୍ ବନ୍ଦ ରହିବ ଟ୍ରାଫିକ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଟ୍ୱିନିସିଟିରେ ଦୁଇ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ୬ଟା ୨ମିନିଟ ଯାଏଁ ଟ୍ରାଫିକ ସେବା ବନ୍ଦ ରହିବା ନେଇ ସୂଚନା ମିଳିଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ ଓ … Read More

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ

ପୁରୀ, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ସହକାରୀ ବନ ସଂରକ୍ଷକ । ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା … Read More

ରାଜ୍ୟରେ ଆଉ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଅଗଷ୍ଟ ୬ରୁ ମାଟ୍ରିକ ଖାତା ରିଚେକିଂ ଆବେଦନ

ଭୁବନେଶ୍ବର, (ଓଡିଶା ଟାଇମ୍) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାର ଖାତା ରିଚେକିଂ ଆବେଦନ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ସବ୍‍ଜେକ୍ଟିଭ ଓ ଅବଜେକ୍ଟିଭ ଖାତା ରିଚେକିଂ ସହ ସେଗୁଡ଼ିକର ଅବିକଳ … Read More

ବିଏସଏଫ କ୍ୟାମ୍ପ ରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପ ରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ନେଇ ଆଜି ଜଣାପଡ଼ିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଦୀର୍ଘଦିନରୁ … Read More

କରୋନା ଯୋଦ୍ଧାଙ୍କ ସମ୍ମାନରେ ୧ ମିନିଟ୍ ନୀରବ ପ୍ରାର୍ଥନା, ରାଜ୍ୟବାସୀଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗଷ୍ଟ ୫ ତାରିଖ ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି।  ଯେଉଁଠି ଥିଲେ ବି ଛିଡ଼ା ହୋଇ ଗୋଟେ ମିନିଟ୍ … Read More

ଆଜିଠୁ ୫ଦିନ ପାଇଁ ସଟଡ଼ାଉନ ଭୁବନ

ଢେଙ୍କାନାଳ, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଅନେକ ପଦକ୍ଷପ ନେଉଛନ୍ତି । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୯ ଥିବାବେଳେ ସେଥିମଧ୍ୟରୁ ଭୁବନରୁ ୬ ଜଣ ରହିଛନ୍ତି । କିନ୍ତୁ … Read More

ରଥ ଭଙ୍ଗାକୁ ନେଇ ତେଜିଲା ଅସନ୍ତୋଷ

ପୁରୀ, (ଓଡିଶା ଟାଇମ୍) : ଚଳିତବର୍ଷ ୩ରଥର ସଂରକ୍ଷଣ ପାଇଁ ପୁରୀରେ ଗତ ୨୯ତାରିଖଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ରଥ ଖୋଲା ପାଉଣା ମିଳିନଥିବା ପ୍ରସଙ୍ଗ ଆଜି ମହାରଣାମାନେ ଉଠାଇଛନ୍ତି । ଦର୍ପଦଳନ ରଥର ୪ଟି … Read More

ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ, ଶେଷ ସପ୍ତାହରେ କଳା ପରୀକ୍ଷାଫଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ଏହି ସୂଚନା । ​‌ସେ କହିଛନ୍ତି … Read More