ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ୍ ଦିଆଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ ଦିଆଯିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିଲାଗି ଅଗଷ୍ଟ ୪ ତାରିଖରୁ ୫ ଦିନ ଧରି ଶିକ୍ଷକଙ୍କୁ ଦିଆଯିବ ଅନ୍‌ଲାଇନ୍‌ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା … Read More

ଖାଇବା ସମୟରେ ଖାଆନ୍ତୁ ପିଆଜ, କ୍ୟାନସର, ହୃଦଘାତ ଭଳି ମାରାତ୍ମକ ରୋଗରୁ ପାଇବେ ମୁକ୍ତି

(ଓଡିଶା ଟାଇମ୍) :ଖାଦ୍ୟ ଖାଇବା ସମୟରେ ପିଆଜ ଖାଇବା ଲାଭ ଦାୟକ ହୋଇଥାଏ । କଂଚା ପିଆଜ ଖାଇବା ଦ୍ୱାରା କିଛି ବି ରୋଗ ହୋଇନଥାଏ । ଏବେ କଂଚା ପିଆଜର ଔ୍ୟଷଧୀୟ ଗୁଣର ଖୁଲାସା ହୋଇଛି । ପିଆଜ ଖାଇବା … Read More

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ଆସୁଛି ଲଘୁଚାପ, ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସୁଛି ଆଉ ଏକ ଲଘୁଚାପ । ୩ରୁ ବର୍ଷା କରାଇବ ଓଡ଼ିଶାରେ । ୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ତା’ ପରେ ପୁଣି ୧୦ ତାରିଖ ବେଳକୁ ଆଉ ଏକ ଲଘୁଚାପ ଆସିପାରେ। … Read More

ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବିଏମସିର ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା ସବୁ ସପିଂ ମଲ୍ ପାଇଁ ପୂରା ଏସଓପି ଜାରି … Read More

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟ ସଭା ସାସଂଦ ଅମର ସିଂଙ୍କର ନିଧନ ହୋଇଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । … Read More

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ … Read More

୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲଟିରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍, ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯରେ କରୋନା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବା ପାଇଁ ଜାରି କରିଛନ୍ତି । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ ।  ରାଜ୍ୟରେ  ସବୁଠି ଧାର୍ମିକ ଅନୁଷ୍ଠାନ … Read More

ଲାଞ୍ଚ ମାଗି ନିଲମ୍ବିତ ହେଲେ ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏଏସ୍ଆଇ

ତାଳଚେର, (ଓଡିଶା ଟାଇମ୍) : ଲାଞ୍ଚ ମାଗିବା ମହଙ୍ଗା ପଡିଛି ଜଣେ ପୋଲିସ୍ ବାବୁଙ୍କୁ । ଲାଞ୍ଚ ମାଗିବାରୁ ନିଲମ୍ବିତ ହୋଇଛନ୍ତି ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା । ଏକ ଡ୍ରେନ୍ ନିର୍ମାଣକୁ … Read More

ଆଜିଠୁ ଖୋଲିଲା ୟୁନିଟ୍ ୪ ମାର୍କେଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ଆଜିଠୁ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ଦୋକାନୀ … Read More