ଖୋଲିବ ସିନେମା ହଲ୍, ଥିଏଟର
ଭୁବନେଶ୍ବର, (ଓଡିଶା ଟାଇମ୍) :ଆସିଲା ଜାନୁଆରୀ ମାସର ଗାଇଡଲାଇନ୍। ସିନେମା ହଲ ଖୋଲିବାକୁ ମିଳିଛି ଅନୁମତି। ଦୀର୍ଘଦିନ ହେବ ସିନେମା ହଲ ବନ୍ଦ ରହିଥିଲା। ଜାନୁଆରୀ ମାସ ଗାଇଡଲାଇନ୍ରେ ସିନେମା ହଲ ଖୋଲିବାକୁ ଅନୁମିତି ମିଳିଛି। କଳାକାରମାନଙ୍କୁ ଟିକେ ଆଶ୍ବସ୍ତି ମିଳିଛି। … Read More











