୨୦୨୧ ମେ’ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :CBSE ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ବଭାଗ । ମେ ୪ ତାରିଖରୁ CBSE ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏହା ଜୁନ୍‌ ୧୦ଯାଏଁ ଚାଲିବ ବୋଲି ସୂଚନା ମିଳିଛି … Read More

ରାଜଧାନୀରୁ ଆଉ ୨୧ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୯

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୩୪ରେ ପହଞ୍ଚିଛି ।ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୪ ଜଣ ରହିଥିବା ବେଳେ ୧୭ ଜଣ … Read More

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବେଲଗୁଣ୍ଠା ଥାନା ଉଦ୍‌ଘାଟନ

ଭୁବନେଶ୍ବର, (ଓଡିଶା ଟାଇମ୍) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୬ଟି ଥାନା ଉଦ୍‌ଘାଟନ କରିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟରେ ଥିବା ଥାନା ଅନ୍ୟତମ । ଯାହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖବର … Read More

କଟକ, ଭୁବନେଶ୍ୱରରେ ଆଜି ଜାରି ହେବ ୧୪୪ ଧାରା

ଭୁବନେଶ୍ବର, (ଓଡିଶା ଟାଇମ୍) :ତେବେ ରାଜ୍ୟ ସରକାରଙ୍କ ନାଇଟ୍‌ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍‌ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି … Read More

୩୧ ଡିସେମ୍ବର ରାତି ୧୦ଟାରୁ ନୂଆବର୍ଷ ସକାଳ ୫ଟା ଯାଏଁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ହେବନି ଜିରୋ ନାଇଟ୍‌ ସେଲିବ୍ରେସନ୍‌। ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା ହୋଇଥିବା ବେଳେ ଏବେ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି … Read More

ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୩କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୧୫ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୬୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ତାପମାତ୍ରା କମିବା ସହିତ ବଢିବ ଶୀତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ତାପମାତ୍ରା କମିବା ସହିତ ବଢିବ ଶୀତ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ, ଅନୁଗୋଳ, ବୌଦ୍ଧ ଓ … Read More

ପଜିଟିଭଙ୍କ ସଂଖ୍ୟା ୧,୦୨,୬୬,୬୭୪ ; ଦିନକରେ ଆକ୍ରାନ୍ତ ୨୧,୮୨୧

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦୈନିକ ସଂକ୍ରମଣ କିଛି ଦିନ ମଧ୍ୟରେ ୨୫ ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୧,୮୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬,୧୩୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। … Read More

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଲାଠୋର ଶାଖାର ମ୍ୟାନେଜର ସାଗର ରଣାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟାନେଜରଙ୍କ … Read More