ଭିଜିଲାନ୍ସ ଜାଲରେ କୋଟି ପତି ଡ୍ରାଇଭର
କଳାହାଣ୍ଡି, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ଜଳପ୍ରକଳ୍ପର ଅବସରପ୍ରାପ୍ତ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍ ଜାରି ରହିଛି । ଖବର … Read More











