ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦ ଟପିଲା, ଏଯାଏଁ ୨୮୦୦ ଲୋକ ଗୁରୁତର
ହାତତି,(ଓଡିଶା ଟାଇମ୍): ହାଇତିରେ ଶକ୍ତିଶାଳୀ ଭୂକମ୍ପରେ ସାରା ଦେଶବାସୀଙ୍କୁ କରିଦେଇଛି ଥରହର । ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବାରୁ ଭୂଷୁଡି ପଡିଥିଲା ବଡ ବଡ ଅଟ୍ଟାଳିକା । ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୧୨୦୦ … Read More











