ରାଜ୍ୟର ପ୍ରଥମ ରେଳ ଏବେ ମ୍ୟୁଜିୟମରେ
ବାରିପଦା, (ଓଡିଶା ଟାଇମ୍): ଯେତେବେଳେ ଓଡିଶା ରେଳଗାଡି ସମ୍ପର୍କରେ ଜାଣି ମଧ୍ୟ ନଥିଲା, ସେତେବେଳେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଥମ କରି ବାଷ୍ପଚାଳିତ ଇଞ୍ଜିନ ଥିବା ଟ୍ରେନ ଗଡାଇଥିଲେ। ଯାହାକି ୧୯୦୩ ମସିହାରେ ବାରିପଦାରୁ ରୂପସା ଏବଂ ୧୯୦୫ … Read More











