ଆତଙ୍କବାଦ ରୋକିବାକୁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ : ଗୁଟେରସ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତାଲିବାନ ଯୋଗୁଁ ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ଯେମିତି ପୁନର୍ବାର ଆତଙ୍କବାଦର ପେଣ୍ଠ ନ ପାଲଟେ ସେଥିପାଇଁ ବିଶ୍ବର ସମସ୍ତ ରାଷ୍ଟ୍ର … Read More











