ଆଜିଠୁ ଖୋଲିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ୯ ମାସ ପରେ ମଙ୍ଗଳବାରରୁ ରାଜ୍ୟ ସଂଗ୍ରହାଳୟ ଏବଂ କଟକସ୍ଥିତ ଆନନ୍ଦଭବନ ଖୋଲିବ। ପ୍ରତିଦିନ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ। ମାତ୍ର ସଂଗ୍ରହାଳୟ ଅଧୀନରେ ଥିବା ଆଞ୍ଚଳିକ ସଂଗ୍ରହାଳୟରେ ପୂର୍ବଭଳି କୋଭିଡ … Read More

ଓଡ଼ିଆ ଅଧିକାରୀ ହେଲେ ଭାରତୀୟ ସେନା ଉପମୁଖ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ … Read More

କୋଭିଡ ଟିକାକରଣ ପରେ ବର୍ତ୍ତମାନ ସୁଦ୍ଧା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ’

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ। ଦ୍ୱିତୀୟ ଦିନରେ ୩୮୦ ସେସନ୍‌ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ ଟି ସେସନ୍‌ରେ … Read More

ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ

ଜାମସେଦପୁର, (ଓଡିଶା ଟାଇମ୍) :ଲୌହ ନଗରୀ ଜାମସେଦପୁର ସାକଚି ଅଞ୍ଚଳରେ ଥିବା ଟାଟା ଷ୍ଟିଲରେ ସୋମବାର ଦିନ ଭୀଷଣ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁଁ ପରିସର ସମେତ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ପରେ କମ୍ପାନୀ ପରିସରରେ ବିଭିନ୍ନ … Read More

ଧାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର, (ଓଡିଶା ଟାଇମ୍) :ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ … Read More

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଜଣଙ୍କୁ ଅଟକ ରଖିଲା ଟାଉନ ଥାନା ପୋଲିସ । ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ରବିବାର … Read More

କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରା : ଆଜି ନିଷ୍ପତ୍ତି ଜଣାଇବେ ସୁପ୍ରିମକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନକାରୀ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଥିବାବେଳେ ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବ ସମୟରେ ନୂଆଦିଲ୍ଲୀରେ … Read More

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଡଦ୍ୟମ ହୋଇଥିବା ଜଣାପଡ଼ିଛି। ନିରଞ୍ଜନଙ୍କ କାର ଅଟକାଇ ୪ ଦୁର୍ବୃତ୍ତ ଆକ୍ରମର କରିବାକୁ ଉଦ୍ୟମ କରିଥିଲେ। କେନ୍ଦୁଝରର କାଶୀପୁରରେ ଏହି ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଏନେଇ … Read More

ଆଜିଠୁ ଖୋଲିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର

ଘଟଗାଁ, (ଓଡିଶା ଟାଇମ୍) :ଦୀର୍ଘ ଦିନର କଟକଣା ପରେ ଆଜି ଖୋଲିବ ଘଟଗାଁ ତାରିଣୀ ମନ୍ଦିର। ଏଥିପାଇଁ ଗାଇଡ୍ ଲାଇନ ଜାରି କରିଛି ତାରିଣୀ ମନ୍ଦିର ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ … Read More

କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର

ଘଟଗାଁ , (ଓଡିଶା ଟାଇମ୍) :ଆସନ୍ତାକାଲି ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର। ଏଥିପାଇଁ ଗାଇଡ ଲାଇନ ଜାରି କରିଛି ତାରିଣୀ ମନ୍ଦିର ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା … Read More