LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :LIC  ଏମ୍‌ଡି ହେଲେ ସିଦ୍ଧାର୍ଥ ମହାନ୍ତି। ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ  LIC ଏମ୍‌ଡି ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର। ତେବେ ଫେବୃଆରୀ ୧ରୁ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟଭାର ସମ୍ଭାଳିବେ । ଟି.ସି. ସୁଶିଲ କୁମାରଙ୍କ … Read More

ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ଫି’ କୋହଳ କରିବାକୁ ଘରୋଇ ସ୍କୁଲ୍‌ ଗୁଡ଼ିକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଘରୋଇ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଫି’ କୋହଳ କରିବା ଲାଗି … Read More

ଆଜି ରାଷ୍ଟ୍ରପତି ଭାର ସମ୍ଭାଳିବେ ଜୋ ବାଇଡେନ୍

ୱାସିଂଟନ, (ଓଡିଶା ଟାଇମ୍) :ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ … Read More

ଆଜି ଜାନୁଆରୀ ୨୦ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ । ଚାଷୀ- … Read More

ଫୋକସ୍‌ରେ ପଶ୍ଚିମ ଓଡିଶା : ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ

ସମ୍ବଲପୁର, (ଓଡିଶା ଟାଇମ୍) : ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ଦେଖିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ । … Read More

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭୁବନେଶ୍ବର, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସରକାରୀ ବାବୁ । ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ହାତରେ ଧରିପଡିଛନ୍ତି । ଖବର ଅନୁଯାୟୀ,  ଢେଙ୍କାନାଳ … Read More

ମାଡି ଆସୁଛି ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍’

ଲଣ୍ଡନ , (ଓଡିଶା ଟାଇମ୍) :ୟୁକେର କିଛି ଅଞ୍ଚଳରେ ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍ ତାଣ୍ଡବ ରଚିପାରେ । ଏହାର ପ୍ରବାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା ରହିଛି । ଏହାକୁ ନେଇ ସାଉଥ୍ ୟର୍କସାୟାରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି … Read More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୧୪ ଶ୍ରମିକ ମୃତ

ସୁରଟ, (ଓଡିଶା ଟାଇମ୍) : ୧୪ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ଗୁଜୁରାଟର ସୁରାଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାତୀୟ ସମାଚାର ଏଜେନ୍ସି ଏଏନ୍‌ଆଇ ଦେଇଥିବା ସୂଚନା ମୁତାବକ ସୁରାଟର କୋଶାମ୍ବାରେ ଆଜି ସକାଳୁ ଫୁଟପାଥରେ ଶୋଇଥିବା … Read More

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ: ଉଦ୍ଧବ ଠାକରେଙ୍କ ବୟାନରେ ଜବାବ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ, (ଓଡିଶା ଟାଇମ୍) :ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେବାରେ ଲାଗିଛି। ସୀମା ବିବାଦ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ବିରୋଧରେ ବେଲଗାଭି ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ସୋମବାର ବିରୋଧ … Read More

ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ଦୁଇଦିନ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । କିନ୍ତୁ ତା’ ପରବର୍ତ୍ତୀ ୨-୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ ଡିଗ୍ରୀ କମିବ … Read More