ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ହଜାର ୪୧୨ଜଣ ହିତାଧିକାରୀଙ୍କୁ ଟିକା
ଆନ୍ଧ୍ରପ୍ରଦେଶ, (ଓଡିଶା ଟାଇମ୍) : କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି। ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ … Read More











