GST ଠକେଇ ଅଭିଯୋଗ : ଟ୍ରକ୍‌କୁ ୧ଲକ୍ଷ ୮୨ହଜାର ଟଙ୍କା ଜରିମନା

କଳାହାଣ୍ଡି, (ଓଡିଶା ଟାଇମ୍) :ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ୧ ଲକ୍ଷ ୮୨ ହଜାର ଟଙ୍କା ଜରିମନା । ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢାଉରେ ଧରାପଡ଼ିବା ପରେ ଜିଏସଟି ଫାଙ୍କିବା ନେଇ ଜରିମନା ଆଦାୟ କରାଯାଇଛି … Read More

ବନ୍ଦ ହେଲା ପୂର୍ବତନ ସିଜେଆଇ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ କେସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୁପ୍ରିମକୋର୍ଟ ଦେଶର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କଥିତ ଯୌନ ଉତ୍ପୀଡନ ମାମଲାରେ ଫସାଇବାକୁ ହୋଇଥିବା ଷଡଯନ୍ତ୍ର ଉପରେ ନିଜ ଆଡୁ ମାମଲା ରୁଜୁ କରି ଚଳାଇଥିବା ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି। କିନ୍ତୁ ସର୍ବୋଚ୍ଚ … Read More

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିଛନ୍ତି । ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ। ସହିଦ ଯବାନ ଓ କରୋନା ଯୋଦ୍ଧାଙ୍କୁ … Read More

୧୦ ଫୁଟ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ

ଜଳେଶ୍ଵର, (ଓଡିଶା ଟାଇମ୍) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା … Read More

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଗୃହରେ ଏଥର ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ। ସଦସ୍ୟଙ୍କର ତାରକା ଚିହ୍ନିତ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। … Read More

ଆଜି ୧୯ ଜିଲ୍ଲାରେ ଘଡଘଡି ଓ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) :ଗୁରୁବାର ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, … Read More

ଆଜି ୪ ଘଣ୍ଟିଆ ରେଳରୋକ କରିବେ କୃଷକ ସଙ୍ଗଠନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନୂତନ କୃଷି ଆଇନକୁ ବିରୋଧ କରି ଆଜି ଦେଶବ୍ୟାପୀ ରେଳରୋକ କରିବେ ଚାଷୀ। ମିଳିତ କୃଷକ ସଂଗଠନ ଗୁରୁବାର ସାରା ଦେଶରେ ରେଳରୋକ୍ କରିବ ବୋଲି ଡାକରା ଦେଇଛି । ସାରା ଭାରତରେ ୪ଘଣ୍ଟା ପାଇଁ ରେଳ … Read More

ବଦଳିଲା ବିଧାନସଭା ସମୟ ସାରଣୀ, ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ

ଭୁବନେଶ୍ବର, (ଓଡିଶା ଟାଇମ୍) :ବଦଳିଲା ବିଧାନସଭାର ସମୟ ସାରଣୀ । ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ। ବିଧାନସଭାର ସର୍ବଦଳୀୟ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ବିଧାନସଭା ମୁଳତବୀ ଆଲୋଚନା ସମୟ ଦେଢ଼ ଘଣ୍ଟାକୁ ବୃଦ୍ଧି କରାଯାଇଛି। ପୂର୍ବ … Read More

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ହଠାତ୍‍ ଅସୁସ୍ଥ୍‍ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ମଙ୍ଗଳବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର … Read More

ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ମୁମ୍ବାଇ, (ଓଡିଶା ଟାଇମ୍) : ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ … Read More