ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୪ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୧୪କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୩ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୫୧୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଶ୍ରୀଜୀଉଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ

ପୁରୀ, (ଓଡିଶା ଟାଇମ୍) : ହିନ୍ଦୀ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗତ ରାତିରେ ସେ ପୁରୀରେ ପହଞ୍ଚିଥିଲେ। ଆଜି ସକାଳେ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା … Read More

ଦେଶରେ ୧୩,୧୯୩ ନୂଆ ପଜିଟିଭ ; ମୃତ ୯୭

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଦିନକରେ ଆଉ ୧୩,୧୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୬୩,୩୯୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ୯୭ … Read More

ରେଭେନ୍ସା ୨ୟ କ୍ୟାମ୍ପସ୍‌ରେ ପଶିଲେ ହାତୀ, କ୍ୟାମ୍ପସ୍ ପାଚେରୀ ଭାଙ୍ଗି ପଶିଥିବା ସୂଚନା

କଟକ, (ଓଡିଶା ଟାଇମ୍) : କଟକ ସହରରେ ହାତୀପଲ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସିଡିଏ ସେକ୍ଟର -୧୩ରେ ୨ଟି ହାତୀ ପ୍ରବେଶ କରିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର … Read More

ବଜେଟ ଅଧିବେଶନର ୨ୟ ଦିନ : ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର, (ଓଡିଶା ଟାଇମ୍) :ବଜେଟ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । କରୋନା … Read More

ମାନିଲା ଡ୍ରାଗନ୍ : ଗଲଓ୍ୱାନ ସଙ୍ଘର୍ଷରେ ମରିଛନ୍ତି ଚୀନ ସୈନ୍ୟ, ନିହତ ଯବାନଙ୍କ ନାଁ ମଧ୍ୟ ପ୍ରକାଶ କଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧିରେଧିରେ ସୁଧୁରିବାରେ ଲାଗିଛି । ଉତ୍ତେଜନା ମଧ୍ୟ ହ୍ରାସ ପାଇଛି । ଏହା ମଧ୍ୟରେ ଚୀନ୍ ପ୍ରଥମ ଥର ପାଇଁ ଗଲଓ୍ୱାନ ସଙ୍ଘର୍ଷରେ ନିଜ ସୈନ୍ୟଙ୍କୁ ହରାଇଥିବା ମାନିଛି … Read More

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା : କରୋନା କଟକଣା ପାଇଁ ଏବର୍ଷ କେବଳ ହୋମ ଯଜ୍ଞ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳରେ ଧ୍ବନୀ ପ୍ରଜ୍ବଳିତ ହୋଇଥାଏ । ଏହାକୁ ନଜର ରଖି ସାଧୁସନ୍ଥଙ୍କ ଆଗମନ ହୋଇଛି। ଶହେରୁ ଅଧିକ ନାଗା … Read More

ଆଜି ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି

କୋଟିଆ, (ଓଡିଶା ଟାଇମ୍) :ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଯିବା ପ୍ରତିବାଦରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ … Read More

ଆଜି ଫେବୃୟାରୀ ୧୯ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ । ଆଜକୁ କେତେ ଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ … Read More