ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) :  ଗତ ୨୪ ଘଣ୍ଟା ମଧ୍ୟରେ ୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୩୯୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କୋଟିଆ ମାମଲା : ସୁପ୍ରିମକୋର୍ଟରେ ଆସନ୍ତା ୧୯ରେ ଶୁଣାଣି, ତଥ୍ୟ ଯୋଗାଡ଼ କରୁଛି ଓଡ଼ିଶା

କୋଟିଆ, (ଓଡିଶା ଟାଇମ୍) :ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ କାଗଜ ପତ୍ର ସହ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଭିଡିଓ କନଫରେନ୍ସିଂରେ କୋଟିଆ ସମ୍ପର୍କରେ ଆଡଭୋକେଟ ଅନ ରେକର୍ଡଙ୍କ ପାଖରେ ଓଡ଼ିଶାର … Read More

ଆଜି ଜମ୍ମୁ କାଶ୍ମୀର ଯିବେ ବିଦେଶୀ କୂଟନୀତିଜ୍ଞ, ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ ଘାଟିକୁ ଯିବେ ପ୍ରତିନିଧି ଦଳ

ଶ୍ରୀନଗର, (ଓଡିଶା ଟାଇମ୍) :ଆଜି ଜମ୍ମୁ କାଶ୍ମୀର ଯିବେ ବିଦେଶୀ କୂଟନୀତିଜ୍ଞ। ୨୦ ଜଣିଆ କୂଟନୀତିଜ୍ଞ ଦଳ ଜମ୍ମୁ କାଶ୍ମୀର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ପରେ … Read More

କାଲିଠୁ ବିଧାନସଭା ବଜେଟ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :କାଲିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ଦିନ ୧୧ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଲିଠୁ ବଜେଟ ଅଧିବେଶନ ଆରମ୍ଭ … Read More

ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା

ପୁରୀ, (ଓଡିଶା ଟାଇମ୍) : ଚନ୍ଦ୍ରଭାଗାରେ ଜାରି ହେଲା ୧୪୪ ଧାରା। ମାଘମେଳାରେ ଜନ ସମାଗମରୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକାଠାରୁ ୧୯ ତାରିଖ ଅପରାହ୍ନ … Read More

କେନାଲରେ ଓଲଟିଲା ଯାତ୍ରୀବାହୀ ବସ୍‌: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ମଧ୍ୟପ୍ରଦେଶ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶ ସିଧି ନିକଟରେ ଏକ ଭୟାବହ ଦୁର୍ଘଟଣା ହୋଇଛି। ସିଧିରୁ ସତନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ କେନାଲରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। … Read More

ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଶିଷ୍ଟ ଗାନ୍ଧୀବାଦୀ, ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କର ସୋମବାର ରାତି ୧୧ଟା ୧୫ମିନିଟରେ ପରଲୋକ ହୋଇଯାଇଛି ।  ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛି ମାସ ଧରି … Read More

ହାଇକୋର୍ଟ ଦେଲେ ଅନୁମତି: ସାରଥି ଦେଇପାରିବେ ପ୍ରବଚନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା। ପ୍ରବଚନ ଦେବା ନେଇ ସାରଥିଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ … Read More

ମମତାଙ୍କ ‘ମା’ ଯୋଜନା ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ତରକାରି

କୋଲକାତା, (ଓଡିଶା ଟାଇମ୍) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଧାରଣ ଜନତାଙ୍କୁ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ‘ମା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମାତ୍ର ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରି … Read More

ସୁନ୍ଦରଗଡବାସୀଙ୍କୁ ୪ହଜାର ୮ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ସୁନ୍ଦରଗଡ଼ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଉଛନ୍ତି। ସେଠାରେ ସେ ପ୍ରାୟ ୪ ହଜାର ୮ଶହ  କୋଟି   ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହିତ କେତେକ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର … Read More