କରୋନାରେ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ

ଭଞ୍ଜନଗରର, (ଓଡିଶା ଟାଇମ୍):ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ । କରୋନା ସଂକ୍ରମିତ ହେବା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ସେ ଭଞ୍ଜନଗର ନିକଟ ସାନକୋଦଣ୍ଡା ଗ୍ରାମରେ  ୧୯୩୯ ମସିହା ମେ’ ମାସ ୧୪ ତାରିଖରେ ଜନ୍ମ ଗ୍ରହଣ … Read More

ଭଦ୍ରକ ଜିଲ୍ଲାରେ ‘ୟସ୍’ ମୁକାବିଲା : ସ୍ଥାନାନ୍ତର ହେଲେଣି ପ୍ରାୟ ୭୦ହଜାର ଲୋକ

ଭୁବନେଶ୍ଵର, (ଓଡିଶା ଟାଇମ୍) :ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ୟସ୍’ । ଏହି ବାତ୍ୟା ତାର ଗତିପଥ ବଦଳାଇଛି । ତେବେ ଧାମରାରୁ ଭିତରକନିକା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଉଛି । ଫଳରେ ଭଦ୍ରକ, ବାଲେଶ୍ବର … Read More

ଭୁଶୁଡି ପଡିଲା କୋଠା, କଂକ୍ରିଟ୍ ତଳେ ଚାପି ହୋଇ ରହିଛନ୍ତି ଅନେକ !

ରାଉରକେଲା, (ଓଡିଶା ଟାଇମ୍): ଭୁଶୁଡି ପଡିଲା କୋଠା ଘର । ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ ।   ନୟାବଜାର ଅଞ୍ଚଳରେ  ଏହି କୋଠାଟି ଭୁଶୁଡି ପଡିଛି । ସୂଚନା ଅନୁସାରେ, ନୟବଜାର ଅଞ୍ଚଳରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି … Read More

ବାତ୍ୟା ପାଇଁ ବିମାନ ସେବା ବନ୍ଦ!

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ୟାସ୍ ୨୬ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ପ୍ରବଳ ବର୍ଷା ପବନ ହେବ। ଏହାକୁ ନଜରରେ ରଖି ବିମାନ ଉଡ଼ାଣ କମ୍ପାନିଗୁଡ଼ିକ ବୁଧବାର ଭୁବନେଶ୍ବର ବିମାନବନ୍ଦରରୁ ବିମାନ ସେବା ବନ୍ଦ ରଖିବେ … Read More

ଭାରତରେ ସ୍ପୁଟନିକ୍-ଭି ଭାକସିନ୍‌ର ଉତ୍ପାଦନ ଆରମ୍ଭ, ବର୍ଷକୁ ତିଆରି ହେବ ୧୦ କୋଟି ଡୋଜ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କୋଭିଡ-୧୯ ଟିକାକରଣ ଅଭିଯାନ ଜୋରଦାର ହେବ । ଏଥିପାଇଁ ଆଜିଠାରୁ ରୁଷର କରୋନା ଟିକା ସ୍ପୁଟନିକ-୫ର ଉତ୍ପାଦନ ଏଠାରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ପ୍ୟାନେସିଆ ବାୟୋଟେକ ଏହାର ଉତ୍ପାଦନ ଆରମ୍ଭ କରିଛି ଏବଂ ବର୍ଷକୁ ଏହାର ପାଖାପାଖି … Read More

ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ମାଡିଆସୁଛି ବାତ୍ୟା । ଏହାପୂର୍ବରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ … Read More

ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଫୁସଫୁସରେ ସମସ୍ୟା, ଲାଗିଲା ଅକ୍ସିଜେନ୍ ସପୋର୍ଟ ସିଷ୍ଟମ

ଲକ୍ଷ୍ନୌ, (ଓଡିଶା ଟାଇମ୍): ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା । ଫୁସଫୁସରେ ସମସ୍ୟା ହେତୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ମେଦାନ୍ତ ହସ୍ପିଟାଲର ମେଡିକାଲ ଡାଇରେକ୍ଟର କହିଛନ୍ତି ରାକେଶ କପୁର କହିଛନ୍ତି … Read More

ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ମାଲକାନାଗିରି, (ଓଡିଶା ଟାଇମ୍): ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ … Read More

୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୯୬ ହଜାରରୁ ଅଧିକ ପଜିଟିଭ୍, ୩୫୧୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି।କିନ୍ତୁ ୪  ଲକ୍ଷ ଟ୍ରେଣ୍ଡ୍ ପରେ  ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା … Read More

ଭୟଙ୍କର ରେଳ ଦୁର୍ଘଟଣା : ମୁହାଁମୁହିଁ ହେଲା ୨ ଟ୍ରେନ, ୨୦୦ ଆହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଆହତ ହେଲେ ୨୦୦ରୁ ଅଧିକ ଯାତ୍ରୀ । ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା … Read More