ଆଜି ରାତିରୁ ତାଣ୍ଡବ ରଚିବ ‘ୟସ୍’, ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ବାତ୍ୟା ୟସ୍‌ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ … Read More

୨୪ଘଣ୍ଟାରେ ଗଲା ୩୩ଜଣଙ୍କ ପ୍ରାଣ, ୨୫୪୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ସର୍ବାଧିକ ୧୦୯୩୯ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୭୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା … Read More

ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୀଷଣ ରୂପ ଧରି ମୁହାଁଉଛି ସାମୁଦ୍ରିକ ଝଡ ‘ୟସ୍’। ଗତକାଲି ଅବପାତରେ ପରିଣତ ହୋଇ ଆଜି ବ୍ୟାତାର ରୂପ ନେଇ ସାରିଛି ବାତ୍ୟା ୟସ୍। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ-ସାଗର ଦ୍ଵୀପ ମଝିରେ … Read More

କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରାଙ୍କ ପରଲୋକ

କଟକ, (ଓଡିଶା ଟାଇମ୍): କଟକ ସହରର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରାଙ୍କର ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କଟକ ତୁଳସୀପୁରରେ। ପୂର୍ବରୁ ହୃଦ୍ … Read More

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୫ ଜିଲ୍ଲା ଦାୟିତ୍ୱରେ ୫ ଆଇପିଏସ

ଭୁବନେଶ୍ବର, (ଓଡିଶା ଟାଇମ୍):ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ୫ ଆଇଏଏସ ଅଫିସରଙ୍କ ପରେ ଏବେ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । ବାଲେଶ୍ୱର ପାଇଁ ଦିପ୍ତେଶ କୁମାର … Read More

ଭାରତ ପ୍ରସ୍ତୁତ ନାଜାଲ୍‌ ଟିକା ମୋଡ଼ ବଦଳେଇବ: ହୁ’ ବୈଜ୍ଞାନିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସମ୍ପ୍ରତି ଭାରତରେ ବିକଶିତ ହେଉଥିବା ନାକରେ ବୁନ୍ଦା ନେଲା ଭଳି ଏକ ପ୍ରକାର କୋଭିଡ୍‌ ଟିକା ଶିଶୁମାନଙ୍କ କୋଭିଡ୍‌ ସଂକ୍ରମଣ ପାଇଁ ଅଭୟ ବରଦାନ ସଦୃଶ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା … Read More

ଆମେରିକା ଓ ବ୍ରାଜିଲ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ … Read More

୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୨୨ ହଜାରରୁ ଅଧିକ ପଜିଟିଭ୍, ୪୪୫୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି।କିନ୍ତୁ ୪  ଲକ୍ଷ ଟ୍ରେଣ୍ଡ୍ ପରେ  ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୨୨ … Read More

ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନ ୪ଟାରେ ଦେବେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା

ଭୁବନେଶ୍ବର, (ଓଡିଶା ଟାଇମ୍):ଆସୁଛି ବାତ୍ୟା ୟସ୍‌ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ … Read More