ଦିନ ୩ଟା ଯାଏଁ ବାହାରକୁ ନବାହାରିବାକୁ ଏସଆରସିଙ୍କ ପରାମର୍ଶ
ଭୁବନେଶ୍ବର, (ଓଡିଶା ଟାଇମ୍):ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଧାମରାର ଉତ୍ତର ଆଡକୁ ଗତି କରୁଛି ବାତ୍ୟା ‘ୟସ୍’ । ରେମୁଣା-ବାହାନଗା ମଧ୍ୟରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରୁଛି । ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ … Read More











