ଆମେରିକା ସେନ୍ ଜୋସରେ ଗୁଳିମାଡ : ୮ ଜଣଙ୍କ ମୃତ୍ୟୁ, ଆତତାୟୀ ବି ନିହତ

କାଲିଫର୍ଣ୍ଣିଆ, (ଓଡିଶା ଟାଇମ୍): ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ଆଠ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ସନ୍ଦୀଗ୍ଧ ଅର୍ଥାତ ଗୁଳିଚଳାଇଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି । ସାଣ୍ଟା କ୍ଲାରା କାଉଣ୍ଟି … Read More

୨୪ ଘଣ୍ଟାରେ ୨ ଲକ୍ଷ ୧୧ ହଜାରରୁ ଅଧିକ ସଂକ୍ରମିତ, ୩୮୪୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ଗ୍ରାଫ୍ ଖସୁଛି ସତ ହେଲେ ମୃତ୍ୟୁରେ ଲାଗିପାରୁନି ବ୍ରେକ୍ । ଦୈନିକ ୩ ଲକ୍ଷ ଟ୍ରେଣ୍ଡ୍ ପରେ ଏବେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ମୁହାଁ ହେଉଛି … Read More

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବୁଧବାର ଏହା ସ୍ଥିର ଥିଲା। ହେଲେ ଆଜି ଏହା ପୁଣି ବଢ଼ିଛି। ଲିଟର ପ୍ରତି ପେଟ୍ରୋଲ … Read More

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ଦେହାନ୍ତ

କଟକ, (ଓଡିଶା ଟାଇମ୍): ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ … Read More

ବାତ୍ୟା ‘ୟସ୍’ ସ୍ଥିତିର ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍):ବାତ୍ୟା ‘ୟସ୍’ ଦୁର୍ବଳ ହୋଇ ଝାଡଖଣ୍ଡରେ ପହିଞ୍ଚିଛି । ‘ୟାସ୍’ ସିନା ଓଡିଶା ଛାଡିଛି କିନ୍ତୁ ପ୍ରଳୟର ପଦଚିହ୍ନ ଛାଡି ଯାଇଛି । ବାତ୍ୟା ପରର ଦୁର୍ଦ୍ଦଶା ବଢିଯାଇଛି । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । … Read More

ରାଜ୍ୟରେ କରୋନା ନେଲା ଆଉ ୩୪ ଜଣଙ୍କ ଜୀବନ

ଭୁବନେଶ୍ବର ,(ଓଡିଶା ଟାଇମ୍):ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି … Read More

ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୬୭୩୬ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୭୪ ଜଣ କ୍ବାରେଣ୍ଟାଇନ୍‌ରେ … Read More

ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନ ରିଲିଫ୍, ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା  ୟାସ୍‌ର ଟଳିଲା ବଡ ବିପଦ।  ହେଲେ ପଛରେ ଲୋକଙ୍କ ପାଇଁ ଛାଡି ଦେଇଗଲା ଅନେକ ଦୁଃଖ। ଆଶା ଅନୁଯାୟୀ କ୍ଷତି ହୋଇନଥିବା କୁହାଯାଉଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ … Read More

କେବଳ ୧୮ ହଜାର ଟଙ୍କାରେ ୭୦ ଲକ୍ଷର ବିମାନ ଯାତ୍ରା, ୩୬୦ ସିଟର ଫ୍ଲାଇଟ୍‌ରେ ଏକା ଗଲେ ଦୁବାଇ

ମୁମ୍ବାଇ, (ଓଡିଶା ଟାଇମ୍): ବିମାନରେ ଯାତ୍ରା କରିବାକୁ କେହି କେହି ସ୍ବପ୍ନ ଦେଖୁଥିବା ବେଳେ କିଛି ଲୋକ ପ୍ରତିଦିନ ବିମାନ ଯାତ୍ରା କରୁଛନ୍ତି । ବିମାନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀ ଟିକେଟ୍‌ କରନ୍ତି । ଉଡ଼ାଣ ଭରିବା ପୂର୍ବରୁ ଏୟାରପୋର୍ଟରେ … Read More

ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ … Read More