୨୪ ଘଣ୍ଟାରେ ଦେଶରେ ବାହାରିଲେ ୯୨୦୦୦ରୁ ଅଧିକ ପଜିଟିଭ୍, ୨୨୧୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗୋଟିଏ ଦିନ ଥମିବା ପରେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ୧୯ ପଇସା ବୃଦ୍ଧି ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୬୦୧୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍ ): ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୨୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ବୁଧବାର  ଅପରାହ୍ନ ୬ଟାରେ … Read More

ଏୟାରଲିଫ୍ଚ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଏୟାରଲିପ୍ଟ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ।  କୋଭିଡ୍‌ରେ ଆକ୍ରାନ୍ତ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଇକ୍‌ମୋ ସପୋର୍ଟରେ ସେ ଚିକିତ୍ସିତ ହେଉଥିଲେ । ଏବେ … Read More

ନବନୀତ ରାଣାଙ୍କୁ ଝଟକା, ହାଇକୋର୍ଟ ଖାରଜ କଲେ ଜାତି ପ୍ରମାଣପତ୍ର

ଅମରାବତୀ, (ଓଡିଶା ଟାଇମ୍): ନକଲି କାଗଜପତ୍ର ଜରିଆରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗର ସାମ୍ନା କରୁଥିବା ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ଵେ ହାଇକୋର୍ଟରୁ ଝଟକା ଲାଗିଛି। ଅଦାଲତ ରାଣାଙ୍କ ଜାତି ପ୍ରମାଣପତ୍ର ଖାରଜ କରିଛନ୍ତି। କେବଳ ଏତିକି … Read More

କମିଛି ବିପଦ, ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକ୍‌ଡାଉନ୍‌- ଡିଏମ୍‌ଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଭ୍ୟାକ୍‌ସିନ୍‌ ନୋ ପରେ ସିଭିୟର୍ଟିକ କମିଛି । ସଂକ୍ରମଣ କମାଇବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ସଫଳ ହୋଇଛି । ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍ଡ଼ ଓ କୋଭାକ୍ସିନ୍‌ ସପଳ ହୋଇଛି ବୋଲି କହିଛନ୍ତି … Read More

ଉଠା ଦୋକାନୀଙ୍କ ପାଇଁ ସରକାର ଘୋଷଣା କଲେ ପ୍ୟାକେଜ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ଧାରଣ କରିବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଇନ୍‌ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ ଥିବା ବେଳେ ଏହାକୁ ପ୍ରଥମେ ଜୁନ୍ ୧ ଓ ପରେ … Read More

ଡାକ୍ତରଖାନାରେ ମହିଳାଙ୍କ ଅସ୍ତ୍ରୋପଚାର କଲେ ସିକ୍ୟୁରିଟି ଗାର୍ଡ

ଲାହୋର, (ଓଡିଶା ଟାଇମ୍) :ପାକିସ୍ତାନର ଏକ ହସ୍ପିଟାଲରେ ୮୦ ବର୍ଷୀ ଜଣେ ମହିଳାଙ୍କ ଅପରେଶନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ମହିଳାଙ୍କର ଅପରେଶନ କରିଥିଲେ। ଅପରେଶନର ୨ ସପ୍ତାହର ପରେ ତାଙ୍କର ମୃତ୍ୟୁ ହୋଇଥିଲା। … Read More