ଆସୁଛି ଆଉ ଏକ ଲଘୁଚାପ: ୧୦ରୁ ୧୪ ବର୍ଷିବ, ଜିଲ୍ଲାପାଳଙ୍କୁ ଆଲର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) :ସାମୁଦ୍ରିକ ଝଡ଼ ‘ୟାସ’ କ୍ଷୟକ୍ଷତିକୁ ୧୫ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି … Read More











