ନୀଳଗିରି ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ ଓ ଦୀପ ଦାନ କଲେ ପୂଜକ
ନୀଳଗିରି, (ଓଡିଶା ଟାଇମ୍): କୋଭିଡ କଟକଣା ପାଇଁ ପୁରୀ ରଥଯାତ୍ରାକୁ ଛାଡିଦେଲେ ରାଜ୍ୟର ଆଉ ସବୁ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ଅନୁଷ୍ଠିତ ହେବା ଆଶା ମଉଳି … Read More











