ଲାକ୍ଷାଦ୍ୱୀପରେ ବିଜେପିକୁ ବଡ ଝଟ୍କା, ଏକାଥରେ ୧୫ ନେତା ଦେଲେ ଇସ୍ତଫା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଜେପି ପାଇଁ ବଢୁଛି ଅଡୁଆ । ଫିଲ୍ମ ନିର୍ମାତା ଆୟଶା ସୁଲତାନାଙ୍କ ବିରୋଧରେ ରାଜଦ୍ରୋହ କେସ୍ ରୁଜୁ ହେବା ପରେ ବିଜେପିର ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲାକ୍ଷାଦ୍ୱୀପରେ ୧୫ ବିଜେପି ନେତା … Read More











