ପୋଷ୍ଟ କୋଭିଡ୍ ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଲେ ଡିଏମଇଟି
ଭୁବନେଶ୍ବର, (ଓଡିଶା ଟାଇମ୍) : ପୋଷ୍ଟ କୋଭିଡ୍ କମ୍ପ୍ଲିକେସି ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, କୋଭିଡ୍ ପରେ ବହୁତ ରୋଗୀମାନଙ୍କ ନିକଟରେ ଦୁର୍ବଳତା, ଭୋକ ନ ହେବା, ବେଳେ ବେଳେ ଅଣନିଶ୍ବାସୀ ଲାଗିବା, … Read More











