ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଦିନ ତଳେ କଟକରୁ ବିପୁଳ ପରିମାଣର … Read More

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ … Read More

ଗାଁ ନିକଟ ଜଙ୍ଗଲରେ ୩୦ ଟିକିଆ ହାତୀପଲ, ଭୟରେ ଗ୍ରାମବାସୀ

ତେଲକୋଇ, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ  । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ  ହାତୀପଲ। ଦଳରେ … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୯୫୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୨ଜଣ … Read More

ପାକିସ୍ତାନରେ ହିନ୍ଦୁ ଧର୍ମଶାଳା ଭାଙ୍ଗିବା ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ଇସଲାମାବାଦ, (ଓଡିଶା ଟାଇମ୍): ପାକିସ୍ତାନରେ ଏକ ହିନ୍ଦୁ ଧର୍ମଶାଳା ଭାଙ୍ଗିବାକୁ ନେଇ ପ୍ରଶାସନର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। କରାଚି ପ୍ରଶାସନ ହିନ୍ଦୁ ଧର୍ମଶାଳା ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲା। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ ଲଗାଇଥିବା ଜଣାପଡ଼ିଛି। … Read More

ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ମହାମାରୀ କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଘୁଞ୍ଚାଯାଇଛି।  ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ଧାର୍ଯ୍ୟ ହୋଇଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ … Read More

ଗୋଟିଏ ଡୋଜ୍‌ରେ ହିଁ ୯୮ ପ୍ରତିଶତ କରୋନା ସଂକ୍ରମଣ ହେବାର ବିପଦ ନାହିଁ, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସମଗ୍ର ଦେଶରେ ସଂପ୍ରତି କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ଏହା ମଧ୍ୟରେ ଏକ ଗବେଷଣାରୁ ଖୁଲାସା ହୋଇଛି ଯେ, କରୋନା ଟିକାର ପ୍ରଥମ ଡୋଜ୍‌ ଲଗାଇଥିବା ବ୍ୟକ୍ତିଙ୍କୁ ୯୮ ପ୍ରତିଶତ … Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୧୮ଟି … Read More

ଗୌତମ ଆଦାନୀଙ୍କୁ ବଡ ଝଟକା : ଫ୍ରିଜ୍ ହେଲା ୪୩.୫୦୦ କୋଟିର ସେୟାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଲାଗିଛି ଝଟକା । କାରଣ ହେଉଛି ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ ତିନୋଟି ବିଦେଶୀ ପାଣ୍ଠିର ଆଲବଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମ୍ଏସ୍ … Read More