୨୪ ଘଣ୍ଟାରେ ଦେଶରେ ବାହାରିଲେ ୬୨ ହଜାରରୁ ଅଧିକ ପଜିଟିଭ୍, ୨୫୪୨ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଗାଜିଆବାଦରେ ବୃଦ୍ଧଙ୍କୁ ମାଡ଼ ମାରିବା ମାମଲାରେ ଟ୍ୱିଟର ବିରୋଧରେ ମାମଲା ରୁଜୁ

ଗାଜିଆବାଦ, (ଓଡିଶା ଟାଇମ୍): ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଟ୍ୱିଟର ବିରୋଧରେ ମାମଲା ରୁଜୁ । ଗାଜିଆବାଦର ଲୋନି ବୋର୍ଡର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ମାଡପିଟ୍ ଓ ଅଭଦ୍ର ଆଚରଣର ଭିଡିଓ ଭାଇରାଲ ହେଉଛି । ଏହି ମାମଲାରେ ଟ୍ୱିଟର … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ … Read More

ଭୁବନେଶ୍ବରରୁ ଦିନକରେ ୩୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୮୯ ଜଣ ନୂଆ … Read More

ଦେଶରେ ଆୟତ୍ତକୁ ଆସୁଛି କରୋନା : ପିକ୍‌ ପରେ ୮୫ ପ୍ରତିଶତ କମିଛି ସଂକ୍ରମଣ ହାର, ତଥାପି ପ୍ରୋଟୋକଲ ମାନିବା ଜରୁରୀ-ଲବ୍‌ ଅଗ୍ରଓ୍ବାଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍ ): ଦେଶରେ କରୋନା ସଂକ୍ରମଣ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି, ଦେଶରେ ସଂକ୍ରମଣ ହାର ପିକ୍‌ ରେ ରହିବା ପରେ ପ୍ରତିଦିନ ଚିହ୍ନଟ … Read More

ବୁଧବାର ଖୋଲିବ ଆଗ୍ରାର ପ୍ରସିଦ୍ଧ ତାଜମହଲ, ପ୍ରଶାସନର ପ୍ରସ୍ତୁତି ଚୁଡ଼ାନ୍ତ

ଆଗ୍ରା, (ଓଡିଶା ଟାଇମ୍): ଉତ୍ତପ୍ରଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ସହ ପ୍ରଶାସନ ଆଗରାର ପ୍ରସିଦ୍ଧ ତାଜମହଲରେ ଘରୋଇ ପର୍ଯ୍ୟଟକଙ୍କୁ ସ୍ୱାଗତ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିନେଇଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ଯୋଗୁ ତାଜମହଲ ସମେତ ଅନ୍ୟ ଐତିହାସିକ ସ୍ମାରକକୁ … Read More

ଟ୍ରେନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ହେବ ସୁଗମ : ୧୬ ଘଣ୍ଟା ବଦଳରେ ୧୨ଘଣ୍ଟାରେ ପହଞ୍ଚାଇବାକୁ ରେଳବାଇର ଯୋଜନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟରେ କମିବ ଦୂରତା । ଏଣିକି ଆହୁରି ସୁଗମ ହେବ ଟ୍ରେନ୍ ଯାତ୍ରା । ଏଥିପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ … Read More

୧୪ବର୍ଷରୁ କମ୍ ବୟସର ପିଲାମାନଙ୍କ ସହ କରୋନା ଓ୍ବାର୍ଡରେ ରହିପାରିବେ ବାପା-ମା’, ରହିଛି ଏଭଳି ସର୍ତ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ସଂକ୍ରମିତ ଶିଶୁ ଯଦି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ତେବେ ସେମାନଙ୍କ ଅଭିଭାବକଙ୍କୁ କୋଭିଡ୍ ଓ୍ବାର୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ । ସେମାନଙ୍କୁ ପିପିଇ କିଟ୍ ପିନ୍ଧି ସେଠାରେ ରହିବାକୁ ଅନୁମତି ଦେଇପାରିବେ ହସ୍ପିଟାଲ କର୍ତ୍ତୃପକ୍ଷ … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୬୦ ହଜାରରୁ ଅଧିକ ପଜିଟିଭ୍, ୨୭୨୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More