ଆଜିଠୁ ଗଞ୍ଜାମରେ ଆରମ୍ଭ ହେଲା ସେରୋ ସର୍ଭେ
ଗଞ୍ଜାମ, (ଓଡିଶା ଟାଇମ୍): ଗଞ୍ଜାମ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ । ଏଥିପାଇଁ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ର ଏକ ସ୍ବତନ୍ତ୍ର ଦଳ ଜିଲ୍ଲାରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇଛି । … Read More











