୧୦ରେ ଓଡିଶା ଛୁଇଁବ ମୌସୁମୀ ! ୧୧ରୁ ଅତିପ୍ରବଳ ବର୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍): pଆସୁଛି ମୌସୁମୀ । ପାଗ ବଦଳିଲାଣି। ରାଜ୍ୟରେ ନିୟମିତ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ସ୍ଥିତି ପୂରା ଅନୁକୂଳ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଏହା ମୌସୁମୀକୁ ଧରି ଆଣି ଓଡ଼ିଶାରେ ଆସନ୍ତା ଦୁଇଦିନ … Read More











