#Lockdown3.0: ଶ୍ରମିକଙ୍କ ଟ୍ରେନ୍‌ ଖର୍ଚ ଦେବ ଜାତୀୟ କଂଗ୍ରେସ

ଭୁବବେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ଖର୍ଚ ଦେବ ଜାତୀୟ କଂଗ୍ରେସ। ଏଥିଲାଗି କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। ରାଜ୍ୟ କଂଗ୍ରେସମାନଙ୍କୁ ଏହି ଖର୍ଚ ତୁଲାଇବାକୁ ସେ ଆହ୍ବାନ ଦେଇଛନ୍ତି। ଦେଶ ଯେତେବେଳେ … Read More

କେନ୍ଦ୍ରାପଡ଼ାରେ ପହଂଚିଲେ କେରଳରୁ ୨୮୩ ଦାଦନ, ପଞ୍ଜିକରଣ କରିଥିଲେ ୨୭୪

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କେରଳରେ ଦାଦନ ଖଟୁଥିବା ୨୮୩ ଜଣ ଶ୍ରମିକ ରବିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି । ଏହି ଘରବାହୁଡ଼ା ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ଯୋଗେ ବିଭିନ୍ନ ପଂଚାୟତକୁ ପଠାଇ ଦିଆଯିବା ସହ ପଂଚାୟତରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟୀନ … Read More

#CoronaUpdates: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୪୦ ହଜାର୨୬୩ ହୋଇଛି। ଗତ୨୪ ଘଣ୍ଟାରେ  ୨ ହଜାର ୬୪୪ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୮୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଭାରତରେ ଏସମୁଦାୟ … Read More

#Corona Update: ୨୪ ଘଣ୍ଟାରେ ୩ ଆକ୍ରାନ୍ତ, ୪ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ତିନିଜଣ ନୂଆ କରୋନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବାଲେଶ୍ଵର, ସୁନ୍ଦରଗଡ଼ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ନୂଆ କରୋନା ରୋଗୀ ରହିଛନ୍ତି। ଝାରସୁଗୁଡ଼ାରୁ ଜଣେ ୪୦ ବର୍ଷୀୟ ମହିଳା ସଂକ୍ରମିତ … Read More

#Lockdown3: କେଉଁ ସେବାକୁ ରାଜ୍ୟ ସରକାର ଦେଲେ ଅନୁମତି, କେଉଁଟି ବନ୍ଦ ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲି ସେମାବାର ସକାଳୁ ଲକ୍‌ଡାଉନ୍-‌୩ ଲାଗୁ ହେବ। ଏଥିଲାଗି କ’ଣ କଟକଣା ରହିବ ଏବଂ କ’ଣ ସବୁ ମୁକ୍ତ ରହିବ ସେଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ନିର୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦେଶାବଳୀ ଅନୁସାରେ … Read More

ରେଡ୍‌ ଜୋନ୍‌ରେ ରାଜଧାନୀ, କମିଲା ରାଜ୍ୟର ଗ୍ରୀନ୍‌ ଅଞ୍ଚଳ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ପୂର୍ବରୁ ରାଜ୍ୟରେ ୩ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିବାବେଳେ ସମ୍ପ୍ରତି ଏଥିରେ ରାଜଧାନୀ ଅନ୍ତର୍ଭୁକ୍ତ ହୋଇଛି। ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ରେଡ୍‌ ଜୋନ୍‌ ଭିତରକୁ ଆସିଯାଇଛି। କେନ୍ଦ୍ରର ତାଲିକାରେ ରାଜ୍ୟ ସରକାର ଆଜି ପରିବର୍ତ୍ତିତ ସୂଚନା … Read More

କରୋନା ଲକ୍‌ଡାଉନ୍ ହେଉଛି ତମାଖୁ ଛାଡ଼ିବାର ସର୍ବୋତ୍ତମ ସମୟ

କୋଭିଡ଼୍‌- ୧୯ର ପ୍ରସାରକୁ ରୋକିବା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟରେ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଭାରତରେ ତମାଖୁ ସେବନକୁ ହ୍ରାସ କରିବାର ଏକ ସୁଯୋଗ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ … Read More

ଲକ୍‌ଡାଉନ୍‌ରେ ଗଡ଼ିବନି ବସ୍‌, ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ କଳିଙ୍ଗା ଘାଟି ଯିବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ -୩ ସୋମବାରଠାରୁ ଲାଗୁ ହେବ। ଏହି ସମୟରେ ଅନେକ କଟକଣାକୁ ସରକାର କୋହଳ କରିଛନ୍ତି। ଏହିକ୍ରମରେ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ … Read More

ଦେଶର ହାରାହାରି ଅପେକ୍ଷା ଆଦିବାସୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆସୁଛି

୨୦୧୧ ଜନଗଣନା ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଅଟନ୍ତି । ସହରାଞ୍ଚଳରେ ଜନସଂଖ୍ୟା ୨.୮% ଏବଂ ଗ୍ରାମାଞ୍ଚଳରେ ୧୧.୩% ଥିଲା । ବିକାଶ ଦୃଷ୍ଟିରୁ ଆଦିବାସୀମାନେ ବହୁ ପଛରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ ଏବଂ ଅବଶିଷ୍ଟ … Read More

#Lockdown3.0: ଘଣ୍ଟାଏ ଖୋଲିବ କୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌-୩ ଆସନ୍ତା କାଲିଠୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହିସମୟରେ କୋର୍ଟ ଖେଶଲା ରହିବ କି ନା, କେମିତି ଚାଲିବ କାର୍ଯ୍ୟକ୍ରମ ଏ ସମ୍ପର୍କରେ ହାଇକୋର୍ଟ ଆବଶ୍ୟକ ନିର୍ଦେଶ ଜାରି କରିଛନ୍ତି। ଏହି ନିର୍ଦେଶ ଅନୁସାରେ ରାଜ୍ୟର ରେଡ୍‌ … Read More