କରୋନାଭାଇରସ୍ ଆର୍ଥିକ ପ୍ୟାକେଜ୍: ପୁରୁଣା ଯୋଜନାର ନୂତନ ରୂପ

ଦେଶରେ କରୋନା ଭାଇରସ୍ କାରଣରୁ ଲକ୍‌ଡାଉନ୍‌ ପଡିଥିବା ଗରିବ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏକ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ଚ୍ୟାଲେଞ୍ଜର ସ୍ତରକୁ ଅବମାନନା କରାଯାଇଛି । ବିଶେଷଜ୍ଞଙ୍କ ମତାମତ ତଥା ସରକାରୀ ତଥ୍ୟର ବିଶ୍ଳେଷଣ … Read More

ସିଭିଲ୍‌ ସର୍ଭିସ୍‌ ପ୍ରିଲିମାନାରୀ ଏକ୍‌ଜାମ୍‌ ସ୍ଥଗିତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ଏକ୍‌ଜାମକୁ ସ୍ଥଗିତ ରଖାଯାଇଥିବା କମିସନ ପକ୍ଷରୁ ଘୋଷଣା କରାଯାଇଛି। … Read More

ଦେଶରେ କରୋନାରୁ ସୁସ୍ଥତା ହାର ୨୭%

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସଂକ୍ରମଣ ଦେଶରେ ଥମିବାର ନାଁ ଧରୁନି। ୨୪ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାରାତ୍ମକ ଭୂତାଣୁ କବଳରୁ ସୁସ୍ଥତା ହାର ୨୭%ରୁ ଅଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ଗ୍ରୀନ୍ ଜୋନ୍‌ରେ ୧୨ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଜିଲ୍ଲା ରହିଛି ଗ୍ରୀନ୍‌ ଜୋନ୍‌ ଭିତରେ। କିନ୍ତୁ ଜାରି ହୋଇଛି ୧୨ ଘଣ୍ଟିଆ କର୍ଫ୍ୟୁ। ସ୍ଥିତିକୁ ଅୁନଧ୍ୟାନ କରିବା ସହ ସତର୍କତାମୂଳକ ପଦକ୍ଷେପ ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ଦୁଇ … Read More

ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାକୁ ସତର୍କବାଣୀ: ୫ ଦିନ ଯାଏ ବିଜୁଳି, ଘଡ଼ଘଡ଼ି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ସତର୍କବାଣୀ ଶୁଣାଇଛି। ଆଗାମାୀ ୫ ଦିନ ଯାଏ ଏହି ଅଞ୍ଚଳରେ କାଳ ବୈଶାଖୀ ବର୍ଷା,ବିଜୁଳି, ଘଡ଼ଘଡ଼ି ସହ ପବନ ବହିବା ଆଶଙ୍କା ରହିଛି। ପବନର ବେଗ  … Read More

#lockdown3 ପରେ ଉଡ଼ାଣ: ଦିଲ୍ଲୀ ବିମାନ ବନ୍ଦର ହେଉଛି ସଜବାଜ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ମାଡ଼ରେ ଠପ୍‌ ହୋଇ ପଡ଼ିଥିବା ଜୀବନଯାତ୍ରା ଧୀରେ ଧୀରେ ସ୍ଵଭାବିକ ହେଉଛି। ଦେଶର ହଟ୍‌ସ୍ପଟ୍‌ ଏବଂ ରେଡ୍‌ ଜୋନ୍‌କୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯିବା ସହ ଶିଳ୍ପ … Read More

#Lockdown3 ରାଜନୀତି: ରାଜ୍ୟ ସରକାରଙ୍କୁ ବୋଝ ଧରାଇଇଲା କଂଗ୍ରେସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଆବଶ୍ୟକ ରେଳ ଭଡ଼ା କଂଗ୍ରେସ ବହନ କରିବ ବୋଲି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିବା ପରେ ପିସିସି ନିଜ ମୁଣ୍ଡ ଉପରୁ ବୋଝ ହଟାଇବାକୁ … Read More

#weather ଅପରାହ୍ଣ ୩ଟା ଭିତରେ ବର୍ଷା, ଘଡ଼ଘଡ଼ି, ବିଜୁଳି କେଉଁଠି, ଦେଖନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ଅପରାହ୍ଣ ସୁଦ୍ଧା ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଅନୁଭୁତ ହେବା ସମ୍ଭାବନା ରହିଛି। ଏହାଛଡ଼ା ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି। ଭୁବନେଶ୍ଵର, ପାଣିପାଗ କେନ୍ଦ୍ର ପକ୍ଷରୁ ନାଓକାଷ୍ଟ ସୂଚନା … Read More

ଆଜିଠୁ #Lockdown3:  ଜାଣନ୍ତୁ ଆପଣଙ୍କ ସହରରେ କେଉଁ କାରବାର ପାଇଁ ରହିଛି କଟକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜିଠୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଲକ୍‌ଡାଉନ୍‌-୩ କାର୍ଯ୍ୟକାରୀ ହୋଇଛି। ଏପ୍ରିଲ୍‌ ୨୪ ତାରିଖରେ ଦେଶରେ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ୨୧ ଦିନିଆ ରହିଥିଲା। ପରେ ଏପ୍ରିଲ୍‌ ୨୦ ତାରିଖରେ ଦ୍ଵିତୀୟ ଲକ୍‌ଡାଉନ୍‌ ଏବଂ … Read More

ରିଲାଏନ୍ସ ଜିଓରେ ସିଲ୍‌ଭର ଲେକ୍‌ର ୫ହଜାର କୋଟି ନିବେଶ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅନ୍ୟତମ୍‌ ଟେକ୍ନୋଲୋଜି ନିବେଶ କମ୍ପାନୀ ସିଲଭର ଲେକ୍‌ ରିଲାଏନ୍ସ ଜିଓରେ ୫ହଜାର ୬୭୫ କୋଟି ଟଙ୍କା ନିବେଶ କରିବ।  ଏପ୍ରିଲ୍‌ ୨୨ ତାରିଖରେ ସୋଶାଲ୍‌ ମିଡିଆ ମହାରଥୀ ଫେସ୍‌ବୁକ୍‌ ରିଲାଏନସ ଜିଓରେ ୪୩ ହଜାର ୫୭୪ … Read More