ତାମିଲନାଡ଼ୁରେ ମନ୍ଦିର ଲୁଟିବାକୁ କରୋନା ମହାମାରୀ ଏକ ବଡ଼ ବାହାନା

ପୂର୍ବରୁ ମୋଗଲମାନେ ମନ୍ଦିର ଲୁଟ୍‌ କରିଥିଲେ, ଆଜି ତାମିଲନାଡ଼ୁ ସରକାର ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି  କରୋନା ମୁକାବିଲା ନାମରେ ସଂଖ୍ୟାଲଘୁମାନଙ୍କ ଭୋଟ୍‌ ଆଗାମୀ ନିର୍ବାଚନରେ କିପରି ହାତେଇବେ ସେହି ଯୋଜନା କରି ତାମିଲନାଡ଼ୁ ଏଥର ଖବରରେ ଅଛି । ସମ୍ପ୍ରତି … Read More

‘ବେଙ୍ଗାଲୁରୁ ପାଇଁ ଓଡ଼ିଆଙ୍କ ରହିଛି ଯଥେଷ୍ଟ ଅବଦାନ’

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ଯଥେଷ୍ଟ ରହିଛି। ତେଣୁ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏଠାରେ ଶିଳ୍ପାନୁଷ୍ଠାନଗୁଡ଼ିକ କାମ ଆରମ୍ଭ କଲେଣି। ତେଣୁ ଓଡ଼ିଆ ଶ୍ରମଜୀବୀମାନେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ବେଙ୍ଗାଲୁରୁରେ … Read More

ଓଡ଼ିଆ ସାମ୍ବାଦିକତାର କ୍ଲାସିକ୍‌ ‘ନିଆଁଖୁଣ୍ଟା’ ଏବେ ଇଣ୍ଟରନେଟ୍‌ରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମାଲୋଚନାଧର୍ମୀ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରର କ୍ଲାସିକ୍‌ ଭାବେ ପରିଚିତ ଗୋଦାବରୀଶ ମହାପାତ୍ରଙ୍କ ନିଆଖୁଣ୍ଟା ପୁଣିଥରେ ଦେଖିବାକୁ ମିଳିବ, ଯେତେବେଳେ ଚାହିଁବେ ସେତେବେଳେ ଆପଣଙ୍କ ଇଣ୍ଟରନେଟ୍‌ ସମ୍ପନ୍ନ ଯନ୍ତ୍ରରେ। ସାମାଜିକ  ଅନୁଷ୍ଠାନ ସୃଜନୀକା ପକ୍ଷରୁ ‘ନିଆଁଖୁଣ୍ଟା’ ପତ୍ରିକାର ବିଭିନ୍ନ … Read More

କୁଆଖିଆ ଓଭର୍‌ ବ୍ରିଜ୍‌ରେ ଦୁର୍ଘଟଣା, ୨ ମୃତ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ବଡ଼ ଦୁର୍ଘଟଣା ଘଟିଛି। ଏକ କଦଳୀ ବୋଝେଇ ଟ୍ରକ୍‌ ସହ ଅନ୍ୟ ଏକ ଟ୍ରକ୍‌ ଧକ୍କା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ … Read More

ପଶ୍ଚିମବଙ୍ଗରେ ଚାଲିଛି ଚିଠି ଯୁଦ୍ଧ!

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ବିରୋଧରେ ସବୁଠି ଚାଲିଛି ଜୋରଦାର ଲଢ଼େଇ। ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି … Read More

ହିନ୍ଦୁ ସମାଜର ପ୍ରକୃତ ଶତ୍ରୁ ହେଉଛି ଛଦ୍ମ-ହିନ୍ଦୁ : ବ୍ରାଣ୍ଡେଡ୍ ‘ଅସୁସ୍ଥ’ କିମ୍ବା ‘ଲିବଟାର୍ଡ’ ନୁହଁନ୍ତି

  କ୍ୟାପ୍ଟେନ ଜି. ଆର. ଗୋପୀନାଥ   ଛଦ୍ମ ଧର୍ମନିରପେକ୍ଷମାନେ ଭାରତର ଉଦାରବାଦୀ ଚରିତ୍ରକୁ ବହୁ କ୍ଷତି କରିଛନ୍ତି କିନ୍ତୁ ସେମାନଙ୍କୁ ଅପ୍ରାସଙ୍ଗିକ କରାଯାଇଛି ରାଜନେତାମାନେ ଧର୍ମନିରପେକ୍ଷ ଚିନ୍ତାଧାରା ପ୍ରତି ଧ୍ୟାନ ଦିଅନ୍ତି ନାହିଁ   ଧର୍ମ ନିରପେକ୍ଷ, ଉଦାରବାଦୀ, ବୌଦ୍ଧିକ … Read More

ସନ୍ଧ୍ୟା ଭିତରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସନ୍ଧ୍ୟା ସାଢ଼େ ୬ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି , ବିଜୁଳି ସହ ହାଲୁକା ବର୍ଷା ହେବା ଆଶଙ୍କା ରହିଛି। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ସତର୍କତା ଜାରି କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗର ନାଓ … Read More

ବିଦେଶରୁ ଫେରିଲେ ମାଗଣା, ଅନ୍ତଃରାଜ୍ୟ ପାଇଁ ଭଡ଼ା କାହିଁକି?

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପୁଣି ବଢ଼ାଯାଇଛି। ତେବେ ବାହାରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଘରବାହୁଡ଼ା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିଦେଶରୁ ଲୋକଙ୍କୁ ଫେରାଇ ଆଣିବା ପାଇଁ ମାଗଣା ହୋଇଥିବାବେଳେ ଅନ୍ତରାଜ୍ୟ … Read More

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଲେପ୍ରୋସୀ ଔଷଧ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ରୋଗୀଙ୍କ ଚିକିତ୍ସା ଲାଗି ଲେପ୍ରୋସୀ (କୁଷ୍ଠ) ରୋଗ ଔଷଧ ବ୍ୟବହାର କରାଯିବ। ଏହାର ନିରାପଦ ଟ୍ରାଏଲ୍‌ ଶେଷ ହୋଇଛି। ଏଣୁ ସିଧାସଳଖ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ରୟୋଗ କରିବାକୁ ସ୍ଥିର ହୋଇଚି। ଏଥିଲାଗି ଦେଶର … Read More

ଭାରତରେ ପ୍ରତି ୧୨ ଦିନରେ ଦ୍ଵିଗୁଣିତ ହେଉଛି କରୋନା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ପ୍ରତି ୧୨ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ଵିଗୁଣିତ ହେଉଛି। ଗଲା ୧୪ ଦିନତଳେ ପ୍ରତି ୧୦.୫ ଦିନରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣିତ ହେଉଥିଲା। ଏହା ସ୍ଥିତିକୁ ଉଜ୍ଜଳ ଆଡ଼କୁ ମୁହାଁଉଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଡ. … Read More